ସେପ୍ଟେମ୍ବର ୬ରୁ ଆରମ୍ଭ OJEE

ଭୁବନେଶ୍ୱର, ୧୩/୮: କରୋନା ପାଇଁ ପ୍ରାୟ ସବୁ ପରୀକ୍ଷା ବନ୍ଦ ଥିଲା। ଏହାରିମଧ୍ୟରେ ସେପ୍ଟେମ୍ବର ୬ରୁ OJEE ପରୀକ୍ଷା ଆରମ୍ଭ ହେବା ନେଇ ସୂଚନା ରହିିଛି। ସେପ୍ଟେମ୍ବର ୬ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୮ ଯାଏ ଚାଲିବ। ୬, ୭, ୮, ୯, ୧୫, ୧୬ ଓ ୧୮ ତାରିଖରେ ହେବ ପରୀକ୍ଷା । ପ୍ରତିଦିନ ୩ଟି ସିଫ୍ଟରେ CBT ମାଧ୍ୟମରେ ପରୀକ୍ଷା କରାଯିବ । OJEE ଅଧ୍ୟକ୍ଷ ସୁଦୀପ ଚାନ୍ଦ ଏନେଇ ସୂଚନା ଦେଇଛନ୍ତି।