ଆରପାରିରେ ବାରିପଦାର ପୂର୍ବତନ ବିଧାୟକ ବିମଳଲୋଚନ ଦାସ

ଭୁବନେଶ୍ୱର, ୨୩/୨:  ବାରିପଦାର ପୂର୍ବତନ ବିଧାୟକ ବିମଳଲୋଚନ ଦାସଙ୍କ ଆଜି ପରଲୋକ ଘଟିଛି । ଆଜି ବାରିପଦାସ୍ଥିତ ବାସଭବନରେ ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଛି। ସେ ୨୦୦୯ରୁ ୨୦୧୪ ଯାଏ ବାରିପଦାର ବିଧାୟକ ଥିଲେ ।