ଚାଲିଛି ଭୋଟ ଗଣତି, ଚନ୍ନି ଅଛନ୍ତି ପଛୁଆ

ଭୁବନେଶ୍ୱର, ୧୦/୩:ପଞ୍ଜାବର ୧୧୭ଟି ବିଧାନସଭା ଆସନରେ ଗଣତି ଜାରି ଥିବାବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଛୁଆ ଅଛନ୍ତି। ଦୁଇଟି ଯାକ ଆସନରେ ପଛୁଆ ଅଛନ୍ତି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି। ଚମକୌର ସାହିବ ଆସନ ଏବଂ ଭଦୌର ଆସନରେ ମୁଖ୍ୟମନ୍ତ୍ରୀ ଚନ୍ନି ପଛୁଆ ଅଛନ୍ତି। ସେହିପରି ଅମୃତସର ପୂର୍ବ ଆସନରେ ନବୋଜିତ ସିଂହ ସିଦ୍ଧୁ ପଛୁଆ ଅଛନ୍ତି।