ଟୋକିଓ ଅଲିମ୍ପିକ୍ସ: ନିରାଶ କଲେ ଓଡ଼ିଆ ଧାବିକା ଦୂତୀ

ଟୋକିଓ,୩୦/୭: ଟୋକିଓ ଅଲିମ୍ପିକ୍ସର ୧୦୦ ମିଟିର ହିଟ୍ସରେ ନିରାଶ କରିଛନ୍ତି ଓଡ଼ିଆ ଧାବିକା ଦୂତୀ ଚାନ୍ଦ । ୧୦୦ ମିଟର ଦୌଡ (ରାଉଣ୍ଡ-୧)ର ୭ମ ସ୍ଥାନରେ ରହିଛନ୍ତି ଦୂତୀ । ସେ ୧୧.୫୪ ସେକେଣ୍ଡରେ ଅତିକ୍ରମ କରିଛନ୍ତି ୧୦୦ ମିଟର ।ସପ୍ତମ ସ୍ଥାନରେ ରହିଥିବାରୁ ଦୂତୀ ବାଦ୍ ପଡ଼ିଛନ୍ତି ।