ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଡିଏମକେ ସାଂସଦ  କାନିମୋଝି

ଭୁବନେଶ୍ୱର, ୧୩/୧୦: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ନବୀନ ନିବାସ ରେ ଭେଟିଛନ୍ତି ଡିଏମକେ ସାଂସଦ  କାନିମୋଝି। ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ଦେଇଛନ୍ତି । ଗ୍ରାମାଞ୍ଚଳର NEET ପରୀକ୍ଷାର୍ଥୀଙ୍କ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିିିଛନ୍ତି । NEET ଯୋଗୁଁ ଗ୍ରାମାଞ୍ଚଳର ପିଲାମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ସେ କହିଛନ୍ତି।