DL, LL ଟେଷ୍ଟ ବାତିଲ୍

ଭୁବନେଶ୍ୱର, ୨୦/୪: ରାଜ୍ୟରେ ପୁଣିଥରେ  ହୁ ହୁ ବଢି ଚାଲିଛି କରୋନା ସଂକ୍ରମଣ। ତେଣୁ ସରକାର ସୁରକ୍ଷା ଦୃଷ୍ଟିରୁ ଭିନ୍ନ ଭିନ୍ନ ପଦକ୍ଷେପ ନେଉଛନ୍ତି। ଏହାରିମଧ୍ୟରେ ଆଜି DL, LL ଟେଷ୍ଟ ବାତିଲ୍ କରିିଛି ରାଜ୍ୟ ପରିବହନ ବିଭାଗ । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ DL, LL ଟେଷ୍ଟ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହିପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।