ଏନ୍‌କାଉଣ୍ଟରରେ ୨ ମାଓବାଦୀଙ୍କ ମୃତ୍ୟୁ ହୋଇଛି: ଡିଜିପି

ଭୁବନେଶ୍ୱର, ୧୩/୧୨: ମାଲକାନଗିରିରେ ମାଓ ଏନ୍‌କାଉଣ୍ଟର ନେଇ ଡିଜିପି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେହି ସମ୍ମିଳନୀରେ ପୋଲିସ ଏନ୍‌କାଉଣ୍ଟରରେ ୨ ମାଓବାଦୀ ମୃତ ହୋଇଛି ବୋଲି ସୂଚନା ଦିଆଯାଇଛି। ୨ ଜଣଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିପାରିଛି। ଏହାସହ ଘଟଣାସ୍ଥଳରୁ ବିପୁଳ ମାଓ ସାମଗ୍ରୀ ମିଳିଛି। ଅନ୍ୟପଟେ ମାଓବାଦୀଙ୍କୁ ଆତ୍ମସମର୍ପଣ କରିବା ପାଇଁ ଅପିଲ କରିଛନ୍ତିି ପୋଲିସ ଡିଜି। ସ୍ବାଭିମାନ ଅଞ୍ଚଳକୁ ମାଓ ମୁକ୍ତ କରିବା ଲକ୍ଷ୍ୟ ରଖାଯାଇଛି ବୋଲି ଡ଼ିିଜିପି କହିଛନ୍ତି।