ଟିକା ନେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୪/୩: ଦେଶରେ ଏବେ ପୁଣିଥରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କିନ୍ତୁ ମୁକାବିଲା ପାଇଁ ଅନ୍ୟପଟେ କରୋନା ଟୀକା ମଧ୍ୟ ଦିଆଯାଉଛି। ଏହାରି ମଧ୍ୟରେ କରୋନା ଟିକାର ପ୍ରଥମ ଡୋଜ୍ ନେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।