ବାତ୍ୟା ୟାସର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ

ଭୁବନେଶ୍ୱର, ୨୬/୫: ବାତ୍ୟା ‘ୟାସ୍’  ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି  ଏସଆରସି ପ୍ରଦୀପ ଜେନା। ଏହାସହ  ରେମୁଣାରେ ପବନର ବେଗ କମିଛି କିନ୍ତୁ ଏପର୍ଯ୍ୟନ୍ତ କୋୖଣସି କ୍ଷୟକ୍ଷତିର ରିପୋର୍ଟ ଆସିନି । ସେହିପରି ଗତସିଂହପୁର , ଯାଜପୁର ଓ କେନ୍ଦ୍ରାପଡ଼ାରେ ବିଶେଷ କ୍ଷତି ହୋଇନ ଥିବା କହିଛନ୍ତି ଏସଆରସି।