କୋଭିଡ୍ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୪/୧:ରାଜ୍ୟରେ ଏବେ ୩ ରୁ ୪ ଦିନ ଲଗାତାର କୋଭିଡ ସଂକ୍ରମଣ ବଢୁଛି। ପୁଣି ଚିନ୍ତା ବଢ଼ାଇଲାଣି ଓମିକ୍ରନ। ଏହାରି ମଧ୍ୟରେ କୋଭିଡ୍ ଓ ଓମିକ୍ରନ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅପରାହ୍ନ ୫ଟାରେ ଲୋକସେବା ଭବନରେ ବସିବ ବୈଠକ।ସ୍ବାସ୍ଥ୍ୟ ସଚିବଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ ।