କେନ୍ଦ୍ରର କୋଭିଡ୍ କଟକଣା କୋହଳ ନିର୍ଦ୍ଦେଶ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା

ଭୁବନେଶ୍ୱର, ୧୭/୨: ରାଜ୍ୟରେ ଏବେ କରୋନା ସଂକ୍ରମଣ କମିଛି। ପୁଣି ଓମିକ୍ରନ ର ଭୟ ରହିଛି।ଏହାରିମଧ୍ୟରେ କେନ୍ଦ୍ରର କୋଭିଡ୍ କଟକଣା କୋହଳ ନିର୍ଦ୍ଦେଶ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। କୋଭିଡ୍ ସ୍ଥିତି ଦେଖି କିଛି ରାଜ୍ୟରେ ଅତିରିକ୍ତ କଟକଣା ଲଗାଯାଇଛି । କେନ୍ଦ୍ରର ନିର୍ଦ୍ଦେଶ ଉପରେ ସରକାର ଭାବିଚିନ୍ତି ନିଷ୍ପତ୍ତି ନେବେ ବୋଲି ସେ କହିିିଛନ୍ତି। ଅନ୍ୟପଟେ ନିର୍ଦ୍ଦିଷ୍ଟ ସଂଖ୍ୟକ ଲୋକଙ୍କୁ ନେଇ ନିର୍ବାଚନ ପ୍ରଚାର ପାଇଁ ସରକାର କହିଛନ୍ତି।