କୋଭିଡ ମୃତ୍ୟୁକୁ ନେଇ କଣ କହିଲେ DMET ସିବିକେ ମହାନ୍ତି?

ଭୁବନେଶ୍ୱର, ୬/୭: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ  ମୃତ୍ୟୁ ସଂଖ୍ୟା ଵୃଦ୍ଧି ପାଇବାରେ ଲାଗିଛି।ଏହି କୋଭିଡ ମୃତ୍ୟୁକୁ ନେଇ DMET ସିବିକେ ମହାନ୍ତି ସ୍ପଷ୍ଟୀକରଣ ରଖିଛନ୍ତି। ପ୍ରତିଦିନ ଆସୁଥିବା କୋଭିଡ ମୃତ୍ୟୁର ଖବର ସେହି ନିର୍ଦିଷ୍ଟ ଦିନର ନୁହେଁ । ବିଭିନ୍ନ ସ୍ତରରେ ଅଡିଟ ପରେ କୋଭିଡ ମୃତ୍ୟୁ ଘୋଷଣା କରାଯାଉଛି ବୋଲି ସେ କହିଛନ୍ତି । ସରକାର କୋଭିଡ ମୃତ୍ୟୁ ସଂଖ୍ୟାକୁ ଲୁଚାଇ ନାହାନ୍ତି ।