ରାଜଧାନୀ ରେ ପହଞ୍ଚିଲା କୋରୋନା ଟିକା କୋଭାକ୍ସିନ

ଭୁବନେଶ୍ୱର, ୧୩/୧: ରାଜଧାନୀ ଭୁବନେଶ୍ବରରେ ପହଞ୍ଚିଲା କୋରୋନା ଟିକା କୋଭାକ୍ସିନ। ୨୦ ହଜାର ଡୋଜ କୋଭାକ୍ସିନ ଟିକା ପହଞ୍ଚିଥିବା ସୂଚନା ମିଳିଛି। ଏହି ଟୀକା ଭାରତ ବାୟୋଟେକ ଓ ICMR ଦ୍ବାରା ପ୍ରସ୍ତୁତ ହୋଇଛି। ଗତକାଲି ଭୁବନେଶ୍ବରରେ ପହଞ୍ଚିଥିଲା କୋରୋନା ଟିକା କୋଭିସିଲ୍ଡ ।