କୋଭିଡ ଟିକାକରଣ ପାଇଁ ସାରା ଦେଶରେ ଡ୍ରାଏ ରନ୍‌ ଆରମ୍ଭ

ଭୁବନେଶ୍ୱର, ୮/୧: କୋଭିଡ ଟିକାକରଣ ପାଇଁ ସାରା ଦେଶରେ ଡ୍ରାଏ ରନ୍‌ ଆରମ୍ଭ ହୋଇଛି। ସବୁ ଜିଲ୍ଲା ଓ ପୌର ନିଗମରେ ୨ ଘଣ୍ଟା ପାଇଁ ଚାଲିବ ଡ୍ରାଏ ରନ୍‌। ପ୍ରତି ଜିଲ୍ଲାର ୩ଟି ମେଡିକାଲରେ ଟିକାକରଣ ଡ୍ରାଏ ରନ୍‌ ହେବ। ସବୁ ମେଡିକାଲ କଲେଜରେ ମଧ୍ୟ ହେବ। ଜିଲ୍ଲା ମୁଖ୍ୟ ଡାକ୍ତରଖାନା, ଜିଲ୍ଲାର ଗୋଟିଏ ଉପଖଣ୍ଡ ବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଗୋଟିଏ ଉନ୍ନୀତ PHC ବା CHCରେ  ଟିକାକରଣ ଅଭ୍ୟାସ କରାଯିବ।