ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ କରୋନା ଟେଷ୍ଟ

ଭୁବନେଶ୍ୱର, ୭/୨: ଆଜି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କର ହେଲା କୋରୋନା ଟେଷ୍ଟ କରାଯାଇଛି। ତାଙ୍କର ଗଞ୍ଜାମ ସ୍ଥିତ କୁକୁଡ଼ାଖଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କରୋନା ପରୀକ୍ଷା କରାଯାଇଛି। ଏହାସହ ଆଜି ଭୁବନେଶ୍ବର ଝାରପଡ଼ା ଜେଲ୍‌କୁ  ପ୍ରଦୀପ ଙ୍କୁ ନିଆଯିବ। ୩ ଦିନ ହେଲା ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିଲେ ପ୍ରଦୀପ। ୩ଟି ଠକେଇ ମାମଲାରେ ବ୍ରହ୍ମପୁର SDJMଙ୍କ କୋର୍ଟରେ ଗତ ୪ରେ ହାଜର ହୋଇଥିଲେ ପ୍ରଦୀପ।