ବାର୍ଡ ଫ୍ଲୁ ଆଶଙ୍କା ନେଇ ରାଜ୍ୟ ସ୍ତରୀୟ କଣ୍ଟ୍ରୋଲ ରୁମ୍‌ ଗଠିତ

ଭୁବନେଶ୍ୱର, ୭/୧: ବାର୍ଡ ଫ୍ଲୁ ଆଶଙ୍କା ନେଇ ରାଜ୍ୟ ସ୍ତରୀୟ କଣ୍ଟ୍ରୋଲ ରୁମ୍‌ ଗଠନ ହୋଇଛି। ଅସ୍ବାଭାବିକ ଭାବେ ପକ୍ଷୀ ମୃତ୍ୟୁ ହେଲେ ଜଣାଇହେବ ସେନେଇ ନମ୍ବର ଜାରି ହୋଇଛି। ଯୁଗ୍ମ ନିର୍ଦେଶକଙ୍କ ନମ୍ବର- ୦୬୭୧-୨୪୧୪୩୧୦, ଡାକ୍ତର ସାଗରିକା ବେହେରା- ୭୯୭୮୧୦୫୫୩୮, ଡାକ୍ତର ମଦନ ମୋହନ ମହାପାତ୍ର- ୯୪୩୭୩୧୩୧୮୩ । ଏହି ନମ୍ବରରେ ସମ୍ପର୍କ କରିବାକୁ ସୂଚନା ଦିଆଯାଇଛି।