ବେନାମୀ ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଷଡଯନ୍ତ୍ର ସୂଚନା

ଭୁବନେଶ୍ୱର , ୭/୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର ହୋଇଥିବା ସୂଚନା ମିଳିଛି। ବେନାମୀ ଚିଠିରେ ଷଡଯନ୍ତ୍ରର ପୂରା ତଥ୍ୟ ଉଲ୍ଲେଖ ରହିଛି। ସେଥିରେ ୧୭ଟି କାର ନମ୍ବର ଉଲ୍ଲେଖ ରହିଛି। ତେଣୁ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।