କଂଗ୍ରେସର ଜିଲ୍ଲା ସଭାପତି ନିଯୁକ୍ତ, କେଉଁ ଜିଲ୍ଲା ପାଇଁ କାହାକୁ ନିଯୁକ୍ତି ଜାଣନ୍ତୁ

ଭୁବନେଶ୍ୱର, ୧୮।୧୦: ୩୩ ସାଂଗଠନିକ ଜିଲ୍ଲା ପାଇଁ କଂଗ୍ରେସର ଜିଲ୍ଲା ସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ସେମାନଙ୍କ ମଧ୍ୟରୁ ୧୬ ସାଂଗଠନିକ ଜିଲ୍ଲାର ସଭାପତି ଅପରିବର୍ତ୍ତିତ ରହିଛନ୍ତି।

ଅନୁଗୁଳ- ବିପ୍ଳବ ଜେନା, ବଲାଙ୍ଗିର- ଦିଲୀପ ବେହେରା, ବରଗଡ଼- ନିହାର ମହାନନ୍ଦ, ବାଲେଶ୍ବର- ସଞ୍ଜୀବ ଗିରି, ଭଦ୍ରକ- ସୁବ୍ରତ ଦାସ, ଭୁବନେଶ୍ବର- ବିଶ୍ବଜିତ ଦାସ, ବୌଦ୍ଧ- ନବ କିଶୋର ମିଶ୍ର, କଟକ- ମାନସ ଚୌଧୁରୀ, କଟକ ସହର- ଗିରିବାଳା ବେହେରା , ଦେବଗଡ଼- ଉମା ଶଙ୍କର ସାହୁ, ଢେଙ୍କାନାଳ- ସରୋଜ ପଟ୍ଟନାୟକ, ଗଞ୍ଜାମ-ରମେଶ ଚନ୍ଦ୍ର ଜେନା ଙ୍କୁ ନିିିଯୁକ୍ତି ଦିଆଯାଇଛି।