କମେଡି କୁଇନ ଭାରତୀ ସିଂଙ୍କ ଘରେ ଏନସିବିର ଚଢାଉ

ମୁମ୍ବାଇ, ୨୧/୧୧: କମେଡି କୁଇନ ଭାରତୀ ସିଂଙ୍କ ଘରେ ଏନସିବି ପକ୍ଷରୁ ଚଢାଉ ହୋଇଛି। ମୁମ୍ବାଇ ଅନେ୍ଧରୀ ସ୍ଥିତ ବାସଭବନରେ ଏନସିବି ରେଡ୍ ପକାଇଛି। ଡ୍ରଗ୍ସ ଲିଙ୍କ ଅଭିଯୋଗରେ ଭାରତୀ ଏବଂ ତାଙ୍କ ସ୍ୱାମୀଙ୍କୁ ନାର୍କୋଟିକ୍ସ କଟ୍ରୋଂଲ ବ୍ୟୁରୋ ପକ୍ଷରୁ ସମନ ହୋଇଛି।