୧୦ ଡିଗ୍ରୀ ତଳେ ରାଜ୍ୟର ୧୨ ସହରର ତାପମାତ୍ରା

ଭୁବନେଶ୍ୱର, ୨୨/୧୨: ୧୦ ଡିଗ୍ରୀ ତଳେ ରାଜ୍ୟର ୧୨ ସହରର ତାପମାତ୍ରା ରହିଛି। ଆଜି ୪ ଡିଗ୍ରୀ ସହ ଫୁଲବାଣୀ ରାଜ୍ୟର ସବୁଠୁ ଥଣ୍ଡା ସହର। ଦାରିଙ୍ଗବାଡ଼ି ୫.୫, ଅନୁଗୁଳ ୬, କୋରାପୁଟ ୬.୬ , ଭବାନୀପାଟଣା ୭.୨, ଝାରସୁଗୁଡ଼ା ୭.୫, ବାରିପଦା ୮.୫ , ବଲାଙ୍ଗିର ୮.୮, ଟିଟିଲାଗଡ଼ ୯, ସୋନପୁର ୯.୨, କେନ୍ଦୁଝର ୯.୩, ବୌଦ୍ଧ ୯.୫, କଟକ ୧୦.୫, ଭୁବନେଶ୍ବର ୧୧.୭ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ର ରହିଛି।