ନିଟ୍‌ ଟପ୍ପରଙ୍କ ସହ କଥା ହୋଇ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୮/୧୦: ନିଟ୍‌ ଟପ୍ପର ସୋଏବ ଅଫତାବ ସହ କଥା ହୋଇ ଶୁଭେଚ୍ଛା ଜଣାାଇଛନ୍ତିିି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ସୋଏବଙ୍କ ଉଜ୍ବଳ ଭବିଷ୍ୟତ କାମନା କରିିିଛନ୍ତି ନବୀନ । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ଖୁସି ପ୍ରକାଶ କରିଛନ୍ତି ସୋଏବ ।