ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଖବରକାଗଜରେ ମୁଖ୍ୟମନ୍ତ୍ରୀ ଲେଖିଲେ ଆର୍ଟିକଲ

ଭୁବନେଶ୍ୱର,୨୮/୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଖବରକାଗଜରେ ମୁଖ୍ୟମନ୍ତ୍ରୀ ଲେଖିଲେ ଆର୍ଟିକଲ । ଏ ମାଟିର କନ୍ୟା’ ଶୀର୍ଷକରେ ଆର୍ଟିକଲ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ଦ୍ରୌପଦୀଙ୍କ ସଫଳତାର ଯାତ୍ରା କିପରି ଓଡ଼ିଶା ମାଟିକୁ ଗର୍ବ ଓ ଗୌରବ ଆଣି ଦେଇଛି ସେ ନେଇ ବର୍ଣ୍ଣନା କରିଛନ୍ତି ମୁଖ୍ୟମନ୍ତ୍ରୀ ।