ଲୋକସେବାରେ ୨୫ ବର୍ଷ ପୂରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୧/୫: ଲୋକସେବାରେ ୨୫ ବର୍ଷ ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଅକୁଣ୍ଠ ଶ୍ରଦ୍ଧା ଓ ସମର୍ଥନ ପାଇଁ ସେ କୃତଜ୍ଞତା ଜଣାଇଛନ୍ତି। ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ପଙ୍କ୍ତି ଉଲ୍ଲେଖ କରି କୃତଜ୍ଞତା ଜଣାଇଛନ୍ତି। ଶେଷରେ ଗଙ୍ଗାଧର ମେହେରଙ୍କ ପଙ୍କ୍ତି ‘ଜନମ କରୁଛି ସଫଳ ତୋୟ ଦାନେ ତୋଷି ତୀରବାସୀ ସକଳ’ କହିଛନ୍ତି।
https://twitter.com/Naveen_Odisha/status/1531966511086292992?s=19