ମୋ ସେବା କେନ୍ଦ୍ର ଲୋକାର୍ପିତ

ଭୁବନେଶ୍ୱର, ୫/୩: ଆଜି ପଞ୍ଚାୟତିରାଜ ଦିବସ। ଏହି ଦିବସରେ ମୋ ସେବା କେନ୍ଦ୍ର ଲୋକାର୍ପିତ ହୋଇଛି। ୩ ହଜାରରୁ ଅଧିକ ମୋ ସେବା କେନ୍ଦ୍ର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକ ପୋର୍ଟାଲ ମଧ୍ୟ ଲୋକାର୍ପଣ କରାଯାଇଛି। 5T ଉପକ୍ରମ ଅନୁଯାୟୀ ମୋ ସେବା କେନ୍ଦ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।