ବିଭିନ୍ନ ଅନଲାଇନ ସେବାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫/୨: ଆଜି ରାଜ୍ୟରେ ବିଭିନ୍ନ ଅନଲାଇନ ସେବାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ମହିଳା ଓ ଶିଶୁ ବିକାଶ ବିଭାଗର ୫ଟି ଅନ୍‌ଲାଇନ ସେବାର ଲୋକାର୍ପଣ ହୋଇଛି । ୫ଟି ଅନ୍‌ଲାଇନ ସେବା ଯଥା
ମମତା ଆପ୍, ଇ-କଳିକା ଆପ୍, ମୋ ଛତୁଆ ଆପ୍ , ମୋ ଶିଶୁ ଓ ଇ-ମାନଦେୟ ୱେବ୍‌ସାଇଟ୍  ଲୋକାର୍ପିତ ହୋଇଛି।