ଆଜି ପିପିଲି ଓ ଡେଲାଙ୍ଗ ଲୋକଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୩/୨: ଆଜି ପିପିଲି ଓ ଡେଲାଙ୍ଗର ଲୋକଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଉଭୟ ସ୍ଥାନର ୨୦ ହଜାର ଲୋକଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ। ସେହି ଉଭୟ ସ୍ଥାନ ପାଇଁ ୬୭.୬୮ କୋଟିର ପ୍ରକଳ୍ପ ଘୋଷଣା କାର୍ଯ୍ୟକ୍ରମ ରହିିିଥିବା ସୂଚନା ରହିଛି।