ଦୂତୀ ଚାନ୍ଦଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର,୯/୨: ଧାବିକା ଦୂତୀ ଚାନ୍ଦଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। BBC ଇଣ୍ଡିଆନ ସ୍ପୋର୍ଟସ ମହିଳା ପାଇଁ ମନୋନୀତ ହୋଇଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଉଲ୍ଲେଖ ଯୋଗ୍ୟ ଯେ ଚଳିତ ବର୍ଷର ବିବିସି ଇଣ୍ଡିଆନ ସ୍ପୋର୍ଟସ ମହିଳା ପାଇଁ ଦୂତୀ ଚାନ୍ଦ ମନୋନୀତ  ହୋଇଛନ୍ତି।