ଆଜିଠୁ ସିଭିଲ ସର୍ଭିସ୍‌ ମୁଖ୍ୟ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର, ୨୦/୧: ଆଜିଠୁ ରାଜ୍ୟରେ ସିଭିଲ ସର୍ଭିସ୍‌ ମୁଖ୍ୟ ପରୀକ୍ଷା ଆରମ୍ଭ ହୋଇଛି। ୧୬ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ପରୀକ୍ଷାର୍ଥୀ। କୋଭିଡ କଟକଣାରେ ୨ଟି ସିଟିଂରେ ଫେବ୍ରୁଆରି ୮ ଯାଏ ଚାଲିବ ଏହି ପରୀକ୍ଷା। ୪ ହଜାର ୭୫୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ଅନ୍ୟପଟେ ୨୩ରୁ ଆରମ୍ଭ ହେବ ଆସିଷ୍ଟାଣ୍ଟ ସର୍ଜନ ପଦବୀ ପାଇଁ OPSC ପରୀକ୍ଷା।