ଆପଣଙ୍କ ନିର୍ବାଚନୀ ମଣ୍ଡଳ ଓଡ଼ିଶାରେ କି? ଜାଣନ୍ତୁ ଆପଣ କେବେ ଦେବେ ଭୋଟ

ଭୁବନେଶ୍ୱର,୧୬/୦୩: ଓଡିଶା ସହିତ ଆନ୍ଧ୍ରପ୍ରଦେଶ, ସିକ୍କିମ ଓ ଅରୁଣାଚଳ ପ୍ରଦେଶ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିସନର ।…

ବାଜିଲା ନିର୍ବାଚନୀ ବିଗୁଲ, ଜାଣନ୍ତୁ କେବେ ଓଡ଼ିଶାରେ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ, ୧୬/୦୩: ଓଡିଶା ସହିତ ଆନ୍ଧ୍ରପ୍ରଦେଶ, ସିକ୍କିମ ଓ ଅରୁଣାଚଳ ପ୍ରଦେଶ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିସନର…

ଦିବ୍ୟାଙ୍ଗ ଓ ୮୫ ବର୍ଷରୁ ଅଧିକ ବୟସ୍କ ଭୋଟର ଘରେ ରହି ଦେଇପାରିବେ ଭୋଟ

ନୂଆଦିଲ୍ଲୀ,୧୬/୦୩: ଆଗକୁ ଅଛି ଲୋକସଭା, ବିଧାନସଭା ନିର୍ବାଚନ। ଆଉ ଏଥି ପାଇଁ ନିର୍ବାଚନ କମିସନର ପ୍ରେସମିଟ କରିଛନ୍ତି। ସମସ୍ତଙ୍କୁ ଭୋଟ ଦେବାକୁ…

ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୪ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର,୧୬/୦୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ଶେ‌ଷ ହୋଇଛି। ଏହି ବୈଠକରେ ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି…

ପ୍ରଧାନମନ୍ତ୍ରୀ ଚିଠି ଜରିଆରେ ଦେଶବାସୀଙ୍କ ପାଇଁ ବାର୍ତା

ଭୁବନେଶ୍ୱର,୧୬/୦୩: ଆଗକୁ ଆସୁଛି ନିର୍ବାଚନ। ସବୁ ରାଜନୈତିକ ଭାଗ୍ୟ ଏବେ ଲୋକଙ୍କ ହାତରେ। ଏହାରିମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ଚିଠି ଜରିଆରେ ଦେଶବାସୀଙ୍କ…

ଦୁର୍ଘଟଣାର ଶିକାର ହୋଇ ଆହତ ହୋଇଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କୁ କରାଗଲା ଏୟାରଲିଫ୍ଟ

ଭୁବନେଶ୍ୱର,୧୫/୦୩: ଦୁର୍ଘଟଣାର ଶିକାର ହୋଇ ଆହତ ହୋଇଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରଥମେ ଆମ୍ବୁଲାନ୍ସ ଯୋଗେ ସମ୍ବଲପୁରରୁ ଜମାଦାରପାଲ୍ଲି ଏୟାରଷ୍ଟ୍ରିପକୁ ଅଣାଯାଉଛି ।…

ଆଜିଠାରୁ ଆରମ୍ଭ ହେବ ମାଟ୍ରିକ୍ ଖାତା ମୂଲ୍ୟାୟନ

ଭୁବନେଶ୍ୱର,୧୫/୦୩: ଆଜିଠାରୁ ଆରମ୍ଭ ହେବ ମାଟ୍ରିକ୍ ଖାତା ମୂଲ୍ୟାୟନ । ମାଟ୍ରିକ୍ ସହ ମଧ୍ୟମା ଓ ଷ୍ଟେଟ୍ ଓପନ୍ ସ୍କୁଲ ସାର୍ଟିଫିକେଟ୍…

ବରୁଣେଇ ପୀଠ ବୁଲିବା ସହ ମନ୍ଦିର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କଲେ 5T ଅଧ୍ୟକ୍ଷ

ଭୁବନେଶ୍ୱର,୧୪/୦୩ : ଖୋର୍ଦ୍ଧା ବରୁଣେଇ ପୀଠ ପରିଦର୍ଶନ ସହ ପୂଜାର୍ଚ୍ଚନା କରିଛନ୍ତି 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଏହାସହ ସେ…

ରାଜ୍ୟରେ ଅନୁଭୂତ ହେଲାଣି ଅସହ୍ୟ ତାତି, ୪୦ ଡିଗ୍ରୀ ଛୁଇଁଲାଣି ପାରଦ

ଭୁବନେଶ୍ୱର,୧୪/୦୩: ରାଜ୍ୟରେ ଅନୁଭୂତ ହେଲାଣି ଅସହ୍ୟ ତାତି । ବୁଧବାର ବୌଦ୍ଧ ଓ ବଲାଙ୍ଗୀରରେ ଚଳିତ ବର୍ଷ ପ୍ରଥମ ଥର ପାରଦ…

କନିଷ୍ଠ ଶିକ୍ଷକଙ୍କ ଦରମା ବଢାଇଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୩/୦୩: ରାଜ୍ୟରେ ଥିବା ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ନିୟୋଜିତ ହୋଇଥିବା କନିଷ୍ଠ ଶିକ୍ଷକଙ୍କ ବଢ଼ିଲା ଦରମା ।…