ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବଙ୍କୁ ମିଳିବ ଜେଡ୍ କାଟାଗୋରୀ ସୁରକ୍ଷା

ଭୁବନେଶ୍ୱର,୯/୦୩: ଲୋକସଭା ନିର୍ବାଚନ ପୂର୍ବରୁ ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାରଙ୍କୁ ଏବେଠାରୁ ଜେଡ୍ କାଟାଗୋରୀ ସୁରକ୍ଷା ମିଳିବ । କେନ୍ଦ୍ର…

ଡବଲ ଇଞ୍ଜିନ ସରକାର ହେଲେ ମହିଳାଙ୍କୁ ମିଳିବ ମାସିକ ଏକ ହଜାର ଟଙ୍କା ଭତା ମିଳିବା ନେଇ ପ୍ରତିଶ୍ରୁତି ଦେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୯/୦୪: ନିର୍ବାଚନ ପାଇଁ ରାଜନୈତିକ ଦଳରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାସହ ପ୍ରଚାର ଜାରି ରହିଛି । ଏହାରିମଧ୍ୟରେ ଆଜି…

ଆସନ୍ତା ଦୁଇ ଦିନ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,୯/୦୪: କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ତାତିରୁ ଆଶ୍ୱସ୍ତି ମିଳିଛି। ଫଳରେ ଅଧିକାଂଶ ସ୍ଥାନରେ ତାପମାତ୍ରା ୩୦ ଡିଗ୍ରୀ ତଳେ ରହୁଥିବା ରେକର୍ଡ…

ଆଇଏଏସ ଅଫିସର ବୀର ବିକ୍ରମ ଯାଦବ ହେଲେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର,୮/୦୪: ଆଇଏଏସ ଅଫିସର ବୀର ବିକ୍ରମ ଯାଦବ ହେଇଛନ୍ତି ଶ୍ରୀମନ୍ଦିରର ପ୍ରଶାସନର ମୁଖ୍ୟ ପ୍ରଶାସକ । ରାଜ୍ୟ ସରକାର ତାଙ୍କୁ ବର୍ତ୍ତମାନର…

ବ୍ରହ୍ମପୁର ଓ ଖୋର୍ଦ୍ଧା ଏସପିଙ୍କୁ ବଦଳି କଲେ ନିର୍ବାଚନ କମିଶନ

ଭୁବନେଶ୍ୱର,୮/୦୪: ଆଜି ନିର୍ବାଚନ କମିଶନ ବ୍ରହ୍ମପୁର ଓ ଖୋର୍ଦ୍ଧା ଏସପିଙ୍କୁ ବଦଳି କରିଛନ୍ତି । ବ୍ରହ୍ମପୁରର ଏସପି ଭାବେ ଡ଼.ସାର୍ଥକ ଷଡଙ୍ଗୀଙ୍କୁ…

ବିଜେଡି ଛାଡିଲେ ପୂର୍ବତନ ସାଂସଦ ପ୍ରଭାସ ସିଂ

ଭୁବନେଶ୍ୱର,୮/୦୪: ବିଜେଡି ଛାଡିଲେ ପୂର୍ବତନ ସାଂସଦ ପ୍ରଭାସ ସିଂ । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।…

ରିଲିଜ ହେଲା ବହୁ ପ୍ରତୀକ୍ଷିତ ପୁଷ୍ପା-୨ ଫିଲ୍ମର ଟିଜର

ନୂଆଦିଲ୍ଲୀ,୮/୦୪:ଆଜି ପୁଷ୍ପା-୨ ଫିଲ୍ମର ଟିଜର ରିଲିଜ ହୋଇଛି । ସୁପରଷ୍ଟାର ଅଲୁ ଅର୍ଜ୍ଜୁନଙ୍କ ଜନ୍ମଦିନରେ ଏହି ଫିଲ୍ମର ଟିଜର ରିଲିଜ ହୋଇଥବା…

ଯବାନଙ୍କୁ ବଡ଼ ସଫଳତା, ୬ ମାଓବାଦୀ ଗିରଫ ଓ ବିପୁଳ ମାଓ ସାମଗ୍ରୀ ଜବତ

ଭୁବନେଶ୍ୱର,୮/୦୪: କମ୍ବିଂ ଅପରେସନ ବେଳେ ଯବାନଙ୍କୁ ବଡ଼ ସଫଳତା ମିଳିଛି। ଏହି ଅପରେସନରେ ୬ ମାଓବାଦୀ ଗିରଫ ହୋଇଥିବା ବେଳେ ବିପୁଳ…

ତାତିରୁ ମିଳିଲା ଆଶ୍ୱସ୍ତି, ରାଜଧାନୀରେ ପ୍ରବଳ କାଛିଲା ବର୍ଷା

ଭୁବନେଶ୍ୱର, ୭/୦୪: ରାଜ୍ୟରେ ହେଉଥିବା ପ୍ରବଳ ତାତିରୁ ମିଳିଲା ଆଶ୍ୱସ୍ତି । ୪ ଦିନର ଅସହ୍ୟ ତାତି ପରେ ଆଜି ରାଜ୍ୟର…

ବିଜେଡିରେ ମିଶିଲେ ଲେଖାଶ୍ରୀ ସାମନ୍ତସିଂହାର ଓ ଗଣେଶ୍ୱର ବେହେରା ଓ

ଭୁବନେଶ୍ୱର,୬/୦୪: ବିଜେଡିରେ ଯୋଗ ଦେଇଛନ୍ତି ଲେଖାଶ୍ରୀ ସାମନ୍ତସିଂହାର । ଶଙ୍ଖ ଭବନରେ ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର…