କୋରାପୁଟ ଗସ୍ତରେ 5T ଅଧ୍ୟକ୍ଷ, ପଟ୍ଟାଙ୍ଗୀରୁ ନିର୍ବାଚନ ପ୍ରଚାର ଆରମ୍ଭ କଲେ

ଭୁବନେଶ୍ୱର,୨୫/୦୪: ଆଜି କୋରାପୁଟ ଗସ୍ତରେ ଯାଇଛନ୍ତି 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ। ପଟ୍ଟାଙ୍ଗୀରୁ ନିର୍ବାଚନ ପ୍ରଚାର ଆରମ୍ଭ କରିିିଛନ୍ତି। ବିଜେଡି ଲୋକସଭା…

ବିଜେପିରେ ମିଶିଲେ ପୂର୍ବତନ ହକି ଖେଳାଳି ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫/୦୪: ବିଜେପିରେ ମିଶିଲେ ପୂର୍ବତନ ହକି ଖେଳାଳି ପ୍ରବୋଧ ତିର୍କୀ । ଟିକେଟ୍ କାଟିବା ପରେ ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ…

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ଭୁବନେଶ୍ୱର,୨୫/୦୪: ଆଗକୁ ଆସୁଛି ମହାପ୍ରଭୁଙ୍କ ରଥଯାତ୍ରା। ଏହାରି ମଧ୍ୟରେ ପୁରୀରେ ପହଞ୍ଚିଛି ତୃତୀୟ ପର୍ଯ୍ୟାୟ ରଥକାଠ । ନୟାଗଡ଼ ବନବିଭାଗ ମହିପୁର…

ରାଜ୍ୟରେ ଆହୁରି କଲବଲ କରିବି ତାତି, ୨୬ରୁ ୨୮ଯାଏ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,୨୫/୦୪: ଏବେ ରାଜ୍ୟରେ କଲବଲ କରୁଛି ତାତି । ଏହାରିମଧ୍ୟରେ ସକାଳ ସାଢେ ୮ଟାରୁ ୩୬ ଡିଗ୍ରୀ ଛୁଇଁଲା ତାପମାତ୍ରା ।…

ପ୍ରକାଶ ପାଇଲା ଜେଇଇ ମେନ୍ ପେପର-୧ ପରୀକ୍ଷା ଫଳ

ଭୁବନେଶ୍ୱର,୨୫/୦୪: ଜେଇଇ ମେନ୍ ପେପର-୧ ପରୀକ୍ଷା ଫଳ ପ୍ରକାଶ ପାଇଛି। ଜାନୁଆରୀ ଓ ଏପ୍ରିଲରେ ଅନୁଷ୍ଠିତ ଦୁଇ ପର୍ଯ୍ୟାୟ ପରୀକ୍ଷାରେ ଚଳିତ…

ଆଗୁଆ ଖରାଛୁଟି ଯୋଗୁଁ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନର ଚାଉଳ ଓ ଅର୍ଥ

ଭୁବନେଶ୍ୱର, ୨୪/୦୪: ରାଜ୍ୟରେ ଆଗୁଆ ସ୍କୁଲ ଖରାଛୁଟି।  ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ତେଣୁ ଏଥିପାଇଁ…

ଆଗାମୀ ୩ଘଣ୍ଟା ଘୂଣ୍ଣିଝଡ ଓ ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର, ୨୪/୦୪:  ଆଗାମୀ ୩ଘଣ୍ଟା ଘୂଣ୍ଣିଝଡ ଓ ବର୍ଷା ନେଇ ସତର୍କ କରାଇଲା ପାଣିପାଗ ବିଭାଗ । ରାଜଧାନୀ ଭୁବନେଶ୍ୱରରେ ୪୩.…

ହିଞ୍ଜିଳିରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ, ସାଢେ ୪ କୋଟି ଭାଇ ଭଉଣୀ ମୋ ପରିବାର ବୋଲି କହିଲେ ନବୀନ

ଭୁବନେଶ୍ୱର,୨୪/୦୪: ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନିଜ ନିର୍ବାଚନ ମଣ୍ଡଳୀ ହିଂଜିଳିରୁ ଆରମ୍ଭ କରିଛନ୍ତି…

ରାଜ୍ୟରେ ୫ ଦିନ ଯାଏଁ ଜଳିବ ଓଡ଼ିଶା, ଅସହ୍ୟ ତାତି ସହ ଗରମ ଓ ଗୁଳୁଗୁଳିରୁ ମିଳିବନି ନିସ୍ତାର

ଭୁବନେଶ୍ୱର,୨୪/୦୪: ରାଜ୍ୟବାସୀଙ୍କୁ ଅସହ୍ୟ ତାତି ସହ ଗରମ ଓ ଗୁଳୁଗୁଳିରୁ ମିଳିବନି ନିସ୍ତାର । ୫ ଦିନ ଯାଏଁ ଜଳିବ ଓଡ଼ିଶା…

ବିଜେପି ଷ୍ଟାର ପ୍ରଚାରକ ତାଲିକା, ଜାଣନ୍ତୁ କେଉଁ ମାନେ ଅଛନ୍ତି ସାମିଲ

ଭୁବନେଶ୍ୱର,୨୪/୦୪: ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେପି । କିନ୍ତୁ ଏହି ତାଲିକାରେ ସ୍ଥାନ ପାଇଲେନି ଓଲିଉଡ୍ ଷ୍ଟାର ।…