ବସ୍‌ ଦୁର୍ଘଟଣା, ୬ ଆହତ

ଭୁବନେଶ୍ୱର, ୩୦/୧: ରାୟଗଡ଼ା ବିସମକଟକ ଥାନା ପୁରିକଣା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ସେଠାରେ ଏକ ବସ୍‌ ଦୁର୍ଘଟଣା ଘଟିଛି।…

ଦୁର୍ନୀତିଗ୍ରସ୍ତ ଓ ଅପାରଗତା କାରଣରୁ ଚାକିରିରୁ ବିଦାହେଲେ ଆଉ ୯ ଅଧିକାରୀ

ଭୁବନେଶ୍ୱର, ୨୯/୧: ସରକାରୀ ଚାକିରିରୁ ବିଦାହେଲେ ଆଉ ୯ ଅଧିକାରୀ । ଦୁର୍ନୀତିଗ୍ରସ୍ତ ଓ ଅପାରଗତା କାରଣରୁ ୯ ଜଣଙ୍କୁ ବିଦା…

ପୁରୀରେ ପୂର୍ବତନ RIଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର, ୨୯/୧: ପୁରୀରେ ପୂର୍ବତନ RI ବସନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

କଟକ SCB ପ୍ଲାଜମା ବ୍ୟାଙ୍କ ଟିମ୍‌କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର, ୨୯/୧: କଟକ SCB ପ୍ଲାଜମା ବ୍ୟାଙ୍କ ଟିମ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ସେ ଟ୍ବିଟ‌ କରି ଶୁଭେଚ୍ଛା…

ପିପିଲି ଉପନିର୍ବାଚନ ପାଇଁ ବିଜେଡିର ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ୱର, ୨୮/୧: ପିପିଲି ଉପନିର୍ବାଚନ ପାଇଁ ବିଜେଡିର ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ନିର୍ବାଚନ ପର୍ଯ୍ୟବେକ୍ଷକ ରହିବେ ବିଧାୟକ ପ୍ରତାପ କେଶରୀ ଦେବ।…

ରାଜ୍ୟରେ ଆଜି ୧୧୩ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ୨୮/୧ (ଦି ପ୍ରଗତି ନ୍ୟୁଜ): ବର୍ତ୍ତମାନ କ୍ରମାଗତ ଭାବେ କିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ସଂଖ୍ୟା କମି କମି…

ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣା, ୨ ଅଭିଯୁକ୍ତ ଚିହ୍ନଟ

ଭୁବନେଶ୍ୱର, ୨୮/୧: କିଛି ଦିନ ତଳେ ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହି ଘଟଣାରେ ମୃତଦେହକୁ ସ୍କୁଟରରେ ଆଣି…

ସାହିତ୍ୟକ ରାମଚନ୍ଦ୍ର ବେହେରା ପାଇବେ ୨୦୨୦ର ଅତିବଡ଼ୀ ପୁରସ୍କାର

ଭୁବନେଶ୍ୱର, ୨୭/୧: ସାହିତ୍ୟକ ରାମଚନ୍ଦ୍ର ବେହେରା ୨୦୨୦ର ଅତିବଡ଼ୀ ପୁରସ୍କାର ପାଇବେ। ଓଡ଼ିଶା ସାହିତ୍ୟ ଏକାଡେମୀର କାର୍ଯ୍ୟକାରୀ ପରିଷଦ ବୈଠକରେ ଏହା…

ଅଭୟକାନ୍ତ ଓ ଆକାଶ ପାଠକଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର, ୨୭/୧: ବହୁ ଚର୍ଚ୍ଚିତ IFS ଅଭୟକାନ୍ତ ପାଠକ ଓ ପୁଅ ଗିରଫ ମାମଲାରେ ଆଜି ଉଭୟ ବାପ, ପୁଅଙ୍କ ଜାମିନ…

ରେଳ ବଜେଟ୍ କୁ ନେଇ ଅମର ପଟ୍ଟନାୟକଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର, ୨୭/୧: ରେଳ ବଜେଟକୁ ନେଇ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ପ୍ରତିକ୍ରିୟା ରଖି କହିଛନ୍ତି ଯେ ରେଳ ବଜେଟ୍…