ଅଚାନକ ଲାଗୁଛି ନିଆଁ, ଚିନ୍ତାରେ ରୋକଟ ଗ୍ରାମବାସୀ

ଭୁବନେଶ୍ୱର,୨୦/୪: ଭୁବନେଶ୍ୱର ମଞ୍ଚେଶ୍ୱର ସ୍ଥିତ ରୋକଟ ଗାଁରେ ତିନିଦିନ ହେଲା ନିଆଁ ଲାଗିଛି। ପ୍ରତି ଦୁଇ ମିନଟରେ ଆକସ୍ମିକ ଭାବେ ଲାଗୁଛି…

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ୬ ଜିଲ୍ଲା ପାଇଁ ହିଟୱେଭ ଆଲର୍ଟ ଜାରି

ଭୁବନେଶ୍ୱର,୨୦/୪: ପ୍ରଚଣ୍ଡ ତାତିରେ ସିଝୁଛି ଓଡିଶା। ସକାଳ ୮ଟାରୁ ଆକାଶରୁ ନିଆଁ ବର୍ଷୁଛି ।  ଆଜି ମଧ୍ୟ ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ…

ବଡ଼ ଖବର: ଆସନ୍ତାକାଲିଠୁ ଗ୍ରୀଷ୍ମକାଳୀନ ଛୁଟି

ଭୁବନେଶ୍ୱର,୨୦/୪: ଆସନ୍ତାକାଲିଠୁ ଗ୍ରୀଷ୍ମକାଳୀନ ଛୁଟି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ…

ଖୋର୍ଦ୍ଧାରେ ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯/୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଖୋର୍ଦ୍ଧାର ଗୁରୁଜଙ୍ଗଠାରେ ପ୍ରସିଦ୍ଧ ଜୟପୁର ଫୁଟର ଏକ ନୂଆ କେନ୍ଦ୍ର ‘ବିଜୁ ମହାବୀର ଜୟପୁର…

ବୁଢାବଳଙ୍ଗ ନଦୀରେ ବୁଡ଼ିଯାଇ ୨ ସଂପର୍କୀୟ ଭାଇଙ୍କ ମୃତ୍ୟୁ

ଭୁବନେଶ୍ୱର,୧୯/୪: ବୁଢାବଳଙ୍ଗ ନଦୀରେ ବୁଡ଼ିଯାଇ ୨ ସଂପର୍କୀୟ ଭାଇଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍ ଅନ୍ତର୍ଗତ ପତୁକାଶାସନ ଗାଁରେ…

ସମ୍ବଲପୁର ଜିଲ୍ଲାରେ ଆହୁରି ୨୪ ଘଣ୍ଟା ପାଇଁ ଇଣ୍ଟର୍‌ନେଟ୍‌ ସେବା ବନ୍ଦ

ଭୁବନେଶ୍ୱର,୧୯/୪: ଆଜି ପୁଣି ଥରେ ସମ୍ବଲପୁର ଜିଲ୍ଲାରେ ୨୪ ଘଣ୍ଟା ପାଇଁ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ଘୋଷଣା ହୋଇଛି। ସୋସିଆଲ୍‌ ମିଡିଆର…

ଶ୍ରୀମନ୍ଦିରର ଦୁଇଟି ଫାଇଲର ପତା ମିଳୁନି, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର,୧୯/୪: ପୁରୀ ଶ୍ରୀମନ୍ଦିରକୁ ବିଶ୍ୱସ୍ତରୀୟ ଐତିହ୍ୟସ୍ଥଳୀ ଭାବେ ପରିଚିତ  କରିବାକୁ ପ୍ରୟାସ ହେଉଛି । ସୌନ୍ଦର୍ଯ୍ୟକରଣ ପ୍ରକ୍ରିୟା ଜୋରଦାର ଚାଲିଛି ।…

ପ୍ରଚଣ୍ଡ ତାତି: ୭ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,୧୯/୪: ଆଜି ବି ପ୍ରଚଣ୍ଡ ତାତିରେ ସିଝିବ ସାରା ଓଡ଼ିଶା । ଆଜି ୭ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି…

ଗ୍ରୀଷ୍ମ ତାଣ୍ଡବ: ପୁଣି ଆଗାମୀ ଦୁଇ ଦିନ ବନ୍ଦ ରହିବ ସ୍କୁଲ

ଭୁବନେଶ୍ୱର,୧୮/୪: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ତାଣ୍ଡବ। ତେଣୁ ରାଜ୍ୟରେ ଆଗାମୀ ଦୁଇ ଦିନ ଅର୍ଥାତ ୧୯ ଓ ୨୦ ତାରିଖରେ…

ବନ୍ଦଘର ଭିତରୁ ସ୍ବାମୀ ଓ ତାଙ୍କର ଦୁଇ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର,୧୮/୪: ବରଗଡ଼ ଜିଲ୍ଲା ଭେଡେନ୍‌ ଥାନା ଅଧୀନ ଆଖିପୁଟା ଗାଁରେ ଅଭାବନୀୟ ଘଟଣା ଘଟିଛି। ବନ୍ଦଘର ଭିତରୁ  ସ୍ବାମୀ ଓ ତାଙ୍କର ଦୁଇ ସ୍ତ୍ରୀଙ୍କ…