ଆସନ୍ତା ୫ରେ ମହାପ୍ରଭୁଙ୍କ ହେବ ବନକଲାଗି ନୀତି

ଭୁବନେଶ୍ୱର,୨୪/୦୯: ବହୁ ବାଦ ବିବାଦ ଭିତରେ ଆସନ୍ତା ୫ରେ  ମହାପ୍ରଭୁଙ୍କ ବନକଲାଗି ନୀତି ହେବ। ଏନେଇ ସୂଚନା ଦେଇଛନ୍ତି ଦତ ମହାପାତ୍ର…

ଓଡିଶାରେ ଗଡିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ

ଭୁବନେଶ୍ୱର,୨୪/୦୯: ରାଜ୍ୟରେ ଗଡିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ଭିଡିଓ କନଫେରେନ୍ସିଂ ଜରିଆରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

କୋରାପୁଟ-ଜୟପୁର ରେଳ ଯୋଗଯୋଗ ବିଛିନ୍ନ

ଭୁବନେଶ୍ୱର,୨୪/୦୯: ଜରଟି ଷ୍ଟେସନ ନିକଟରେ ପାହାଡ଼ରୁ ଧସିଛି ମାଟି ଓ ବଡ଼ ବଡ଼ ପଥର। ଏହାଫଳରେ କୋରାପୁଟ-ଜୟପୁର ରେଳ ଯୋଗଯୋଗ ବିଛିନ୍ନ…

ସ୍ଥଗିତ ରହିଲା ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ

ଭୁବନେଶ୍ୱର,୨୪/୦୯:  ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ପ୍ରାଥମିକ ଶିକ୍ଷକ ସଂଘର ଆଲୋଚନା ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି । ଶିକ୍ଷକଙ୍କ ଦାବି ସଂପର୍କରେ…

ଆସନ୍ତା ୨୯ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା !

ଭୁବନେଶ୍ୱର,୨୩/୦୯: ଆସନ୍ତା ୨୯ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ଘଣ୍ଟାରେ…

ସୁନ୍ଦରଗଡ଼ରେ ୧୦ ନୂଆ ସ୍କ୍ରବ୍ ଟାଇଫସ୍‌ ରୋଗୀ ଚିହ୍ନଟ

ସୁନ୍ଦରଗଡ଼,୨୩/୦୯: ସୁନ୍ଦରଗଡ଼ରେ ୧୦ ନୂଆ ସ୍କ୍ରବ୍ ଟାଇଫସ୍‌ ରୋଗୀ ଚିହ୍ନଟ ହୋଇଥିବା ଜଣାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସର୍ବାଧିକ ସୁନ୍ଦରଗଡ଼ରେ ୨୨୧…

୨୦୨୩-୨୪ ବଜେଟ, ୨୮ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର,୨୨/୦୯: ଆଜିଠୁ ଓଡିଶା ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ ହୋଇଛି। ଏହାରିମଧ୍ୟରର ବିଧାନସଭାରେ  ୨୦୨୩-୨୪ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପନ ହୋଇଛି।…

ଅକ୍ଟୋବର ପ୍ରଥମ ସପ୍ତାହର ବାତ୍ୟା ଆଶଙ୍କାଙ୍କୁ ଖଣ୍ଡନ କଲେ ଆଇଏମଡ଼ି ଡିଜି

ଭୁବନେଶ୍ୱର,୨୨/୦୯: ଅକ୍ଟୋବର ପ୍ରଥମ ସପ୍ତାହର ବାତ୍ୟା ପୂର୍ବାନୁମାନକୁ ଖଣ୍ଡନ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେପ୍ଟେମ୍ବର ୩୦ରେ ଏକ…

ବିଧାନସଭାର ମୌସୁମୀ ଅଧିବେଶନ, ଗୃହ ୫ଟା ଯାଏଁ ମୁଲତବୀ

ଭୁବନେଶ୍ୱର,୨୨/୦୯: ଆଜି ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଗୃହରେ ଶୋକ ପ୍ରସ୍ତାବ ଆଗତ…

ପ୍ରମିଳା ମଲ୍ଲିକ ହେଲେ ପ୍ରଥମ ମହିଳା ବାଚସ୍ପତି

ଭୁବନେଶ୍ୱର,୨୨/୦୯: ଓଡ଼ିଶା ବିଧାନସଭା ପାଇଲା ପ୍ରଥମ ମହିଳା ବାଚସ୍ପତି । ପ୍ରମିଳା ମଲ୍ଲିକ ହେଲେ ପ୍ରଥମ ମହିଳା ବାଚସ୍ପତି । ବିଧିବଦ୍ଧ…