ପଞ୍ଚଭୂତରେ ଲୀନ ହେଲେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲୟମ ସିଂହ ଯାଦବ

ନୂଆଦିଲ୍ଲୀ,୧୧/୧୦: ପଞ୍ଚଭୂତରେ ଲୀନ ହେଲେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ସୁପ୍ରିମୋ ମୁଲୟମ ସିଂହ ଯାଦବ। ପୁଅ ଅଖିଳେଶ…

ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ,୧୧/୧୦: ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ । ସୁପ୍ରିମକୋର୍ଟର ୫୦ତମ ପ୍ରଧାନ ବିଚାରପତି ଭାବେ ସେ…

ୟୁକ୍ରେନ୍‌କୁ ଆମେରିକା ଆଡଭାନ୍ସ ଏୟାର ଡିଫେନ୍ସ ସିଷ୍ଟମ୍ ଯୋଗାଇବ ବୋଲି ବାଇଡେନଙ୍କ ପ୍ରତିଶ୍ରୁତି

ନୂଆଦିଲ୍ଲୀ,୧୧/୧୦: ମିଶାଇଲ୍ ମାଡ଼ରେ ଧ୍ୱଂସ ବିଧ୍ୱଂସ ୟୁକ୍ରେନ୍‌ର ରାଜଧାନୀ କିଭ୍ । ମାତ୍ର ଦୁଇ ଦିନରେ ୟୁକ୍ରେନ୍ ଉପରେ ୮୪ଟି ଶକ୍ତିଶାଳୀ…

ୟୁକ୍ରେନ୍ ଉପରେ ଘନଘନ ମିସାଇଲ ଆକ୍ରମଣ, ୫ରୁ ଅଧିକ ମୃତ

ନୂଆଦିଲ୍ଲୀ,୧୦/୧୦:ଘନଉଛି ରୁଷ ଓ ୟୁକ୍ରେନ୍ ଯୁଦ୍ଧ । କ୍ରିମିଆ ବ୍ରିଜ୍ ବିସ୍ଫୋରଣ ପରେ ପ୍ରତିଶୋଧ ପରାୟଣ ହୋଇପଡ଼ିଛି ରୁଷ । ୟୁକ୍ରେନର…

ଆରପାରିରେ ମୁଲାୟମ ସିଂ ଯାଦବ

ନୂଆଦିଲ୍ଲୀ,୧୦/୧୦: ସମାଜବାଦୀ ପାର୍ଟି ସଂସ୍ଥାପକ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ…

ବିଚ୍ଛେଦ ପରେ ମଧ୍ୟ ପତ୍ନୀ ଓ ପିଲାଙ୍କ ଭରଣପୋଷଣ କରିବ ସ୍ୱାମୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮/୧୦: ପାରିବାରିକ ମାମଲାରେ ବଡ଼ ରାୟ ଦେଲେ ସୁପ୍ରିମକୋର୍ଟ । ପତ୍ନୀ ଓ ପିଲାଙ୍କ ଭରଣପୋଷଣ କରିବାକୁ ସ୍ୱାମୀ ବାଧ୍ୟ ।…

ଟ୍ରକ୍‌କୁ ଧକ୍କା ଦେଇ ହୁତୁହୁତୁ ହେଇ ଜଳିଲା ବସ୍‌, ୧୧ ମୃତ

ଭୁବନେଶ୍ୱର, ୮/୧୦: ଆଜି ସକାଳୁ ସକାଳୁ ଅଘଟଣ ଘଟିଛି। ଟ୍ରକ୍‌କୁ ଧକ୍କା ଦେଇ ଜଳିଗଲା ବସ୍‌। ଫଳରେ ନିଆଁରେ ପୋଡ଼ି ହୋଇ…

୨୦୨୨ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା

ନୂଆଦିଲ୍ଲୀ,୭/୧୦: ଆଜି ୨୦୨୨ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି  ନାଁ। ଜଣେ ବ୍ୟକ୍ତି ଓ ଦୁଇ ସଂଗଠନକୁ ମିଳିତ ଭାବେ…

ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ପୁଣି ହ୍ରାସ

ଭୁବନେଶ୍ୱର,୭/୧୦: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ସର୍ବନିମ୍ନସ୍ତରରେ ପହଞ୍ଚିଛି । ଗୋଟିଏ ଡଲାରର ମୂଲ୍ୟ ଭାରତୀୟ ଟଙ୍କା ହିସାବରେ…

ମେକ୍ସିକୋରେ ଆଖି ବୁଜା ଗୁଳିମାଡ଼, ୧୮ ମୃତ

ନୂଆଦିଲ୍ଲୀ,୬/୧୦: ମେକ୍ସିକୋରେ ଆଖି ବୁଜା ଗୁଳିମାଡ଼ ହୋଇଛି। ଯାହାଫଳରେ ୭ ପୋଲିସ କର୍ମୀଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ ହୋଇଛି ।…