ଯବାନଙ୍କ ସହ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୨୪/୧୦: ଯବାନଙ୍କ ସହ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ । ଏନେଇ କାର୍ଗିଲରେ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ହେବା…

ମେଲବର୍ଣ୍ଣରେ ଇତିହାସ ରଚିଲା ଭାରତ: ବିଶ୍ୱକପରେ ଜିତିଲା ଭାରତ, ହାରିଲା ପାକିସ୍ତାନ

ନୂଆଦିଲ୍ଲୀ,୨୩/୧୦:ମେଲବର୍ଣ୍ଣରେ ଇତିହାସ ରଚିଲା ଭାରତ । ବିଶ୍ୱକପରେ ଜିତିଲା ଭାରତ, ହାରିଲା ପାକିସ୍ତାନ। ଏସିଆ କପ୍ ପରାଜୟର ପ୍ରତିଶୋଧ ନେଇଛି ଭାରତ…

ପାକିସ୍ତାନ ଇସଲାମାବାଦ ଇସି ଅଫିସ ସାମ୍ନାରେ ଗୁଳିକାଣ୍ଡ

ନୂଆଦିଲ୍ଲୀ,୨୧/୧୦: ପାକିସ୍ତାନ ଇସଲାମାବାଦ ଇସି ଅଫିସ ସାମ୍ନାରେ ଗୁଳିକାଣ୍ଡ ଘଟିଛି। ଇମ୍ରାନ ଖାନଙ୍କ ସଦସ୍ୟତା ରଦ୍ଦ ପରେ ଏହି ଉତ୍ତେଜନା ଦେଖାଦେଇଛି।…

ୟୁକ୍ରେନରୁ ଭାରତୀୟ ନାଗରିକଙ୍କୁ ଛାଡିବା ପାଇଁ ନିର୍ଦେଶ

ନୂଆଦିଲ୍ଲୀ,୨୦/୧୦: ଭାରତୀୟ ନାଗରିକ ତୁରନ୍ତ ୟୁକ୍ରେନ୍ ଛାଡନ୍ତୁ । ଭାରତୀୟ ଦୂତାବାସ ପକ୍ଷରୁ ଜାରି ହୋଇଛି ଏଭଳି ଆଡଭାଇଜରୀ । ୟୁକ୍ରେନରେ…

କଂଗ୍ରେସର ନୂତନ ସଭାପତି ହେଲେ ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ,୧୯/୧୦:  ରାଜନୈତିକ ଦଳ କଂଗ୍ରେସ ର ନୂତନ ସଭାପତି ହୋଇଛନ୍ତି ମଲ୍ଲିକାର୍ଜୁନ ଖଡଗେ । ସୋନିଆଙ୍କ ପରେ ସେ ଏଆଇସିସିର ନୂଆ…

ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ, ୬ଜଣ ମୃତ

ନୂଆଦିଲ୍ଲୀ,୧୮/୧୦: ଉତ୍ତରାଖଣ୍ଡର କେଦାରନାଥରେ ଏକ ହେଲିକପ୍ଟର ଦୁର୍ଘଟଣା ହୋଇଛି।  ଏହି ଦୁର୍ଘଟଣା କେଦାରନାଥଠାରୁ ୨କିଲୋମିଟର ଦୂରରେ ଥିବା ଗରୁଡାଚଟିରେ ଘଟିଛି।  ଏକ…

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୯ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,୧୬/୧୦: କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି । ସରକାର ପଞ୍ଚମ ଏବଂ ଷଷ୍ଠ ବେତନ ଆୟୋଗ ଅଧୀନରେ ଦରମା ନେଉଥିବା…

ନଭେମ୍ବର ୧୨ରେ ହେବ ହିମାଚଳ ପ୍ରଦେଶରେ ଭୋଟ୍ ଗ୍ରହଣ

ଭୁବନେଶ୍ୱର,୧୪/୧୦: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ନଭେମ୍ବର ୧୨ରେ ହିମାଚଳ ପ୍ରଦେଶରେ ଭୋଟ୍ ଗ୍ରହଣ ହେବ।…

ଆଖିବୁଜା ଗୁଳିମାଡ଼, ପୋଲିସ ଅଧିକାରୀଙ୍କ ସମେତ ୫ ମୃତ

ଭୁବନେଶ୍ୱର,୧୪/୧୦: କେହି କିଛି ନବୁଝିବା ଆଗରୁ ଆଖିବୁଜା ଗୁଳିମାଡ଼। ଏହିପରି ଆତଙ୍କ ଆମେରିକାର କ୍ୟାରୋଲିନାରେ ଦେଖିବାକୁ ମିଳିଛି। ନାବାଳକର ଆଖିବୁଜା ଗୁଳିମାଡରେ…

ଆରମ୍ଭ ହେଲା ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ

ନୂଆଦିଲ୍ଲୀ,୧୩/୧୦: ଆରମ୍ଭ ହେଲା ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ । ହିମାଚଳ ପ୍ରଦେଶର ଉନା ରେଳ ଷ୍ଟେସନରୁ ସବୁଜ ପତାକା ଦେଖାଇ…