୬.୦ ତ୍ରୀବତା ସହ ଥରିଲା ଇଣ୍ଡୋନେସିଆ

ନୂଆଦିଲ୍ଲୀ,୧୯/୪:ଇଣ୍ଡୋନେସିଆର ସୁଲାୱେସିର କୋଟାମୋବାଗୁରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଆଜି ସକାଳ ପ୍ରାୟ ୬ଟା ୫୩ରେ ଭୂକମ୍ପ ଅନୁଭୂତ ହୋୋଇଥିବା ସୂଚନା…

ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ହେଲେ ଶେହବାଜ୍ ଶରିଫ୍

ନୂଆଦିଲ୍ଲୀ,୧୧/୪: ଗତ କିଛି ମାସ ଧରି ପାକିସ୍ତାନରେ ଚାଲିଥିବା ରା‌ଜନୈତିକ କନ୍ଦଳର ଆଜି ଅନ୍ତ ଘଟିଛି। ବିରୋଧୀ ଦଳ ଇମ୍ରାନ ସରକାରଙ୍କୁ…

ଅନାସ୍ଥା ପ୍ରସ୍ତାବ ଖାରଜ, ପାକବାସୀଙ୍କୁ ଅଭିନନ୍ଦନ ଜଣାଇଲେ ଇମ୍ରାନ

ନୂଆଦିଲ୍ଲୀ: ଅନାସ୍ଥା ପ୍ରସ୍ତାବ ଖାରଜ ପରେ ପାକବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଇମ୍ରାନ ଖାନ। ନ୍ୟାସନାଲ ଆସେମ୍ବଲିରେ ଅନାସ୍ଥା ପ୍ରସ୍ତାବକୁ ଅସାମ୍ବିଧାନିକ କହି…

ନ୍ୟୁକ୍ଲିୟର ଆଟାକ କରିବ ରୁଷିଆ!

ନୂଆଦିଲ୍ଲୀ,୨୦/୩:ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଅନ୍ୟପଟେ ବାହାରୁନି ସମାଧାନର ବାଟ । ୟୁକ୍ରେନ୍‌ ଉପରେ ପରମାଣୁ ଆକ୍ରମଣ…

ପୁଣି ରୁଷିଆ ସହ କଥାବାର୍ତ୍ତା ନେଇ ୟୁକ୍ରେନ ରାଷ୍ଟ୍ରପତିଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ, ୧୯/୩: ପୁଣି ରୁଷିଆ ସହ କଥାବାର୍ତ୍ତା ନେଇ ୟୁକ୍ରେନ ରାଷ୍ଟ୍ରପତି ପ୍ରସ୍ତାବ ଦେଇଛନ୍ତି। ମାତ୍ର ପୁନର୍ବାର ଆଲୋଚନା ନେଇ ରୁଷିଆର ଆଭିମୁଖ୍ୟ…

ୟୁକ୍ରେନ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ, ୧୩/୩: ୟୁକ୍ରେନରେ ଚାଲିଥିବା ଯୁଦ୍ଧସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି। ସେହି ବୈଠକରେ ପ୍ରତିରକ୍ଷା…

କିଭ୍‌ ଉପରକୁ ରୁଷିଆର ଘନ ଘନ ଆକ୍ରମଣ

ନୂଆଦିଲ୍ଲୀ,୧୩/୩:ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଦିନକୁ ଦିନ ଅତି ଭୟଙ୍କର ରୂପ ନେବାରେ ଲାଗିଛି। ଏହାରିମଧ୍ୟରେ କିଭ୍‌ ଉପରକୁ ରୁଷିଆ ଘନ ଘନ ଆକ୍ରମଣ କରିଥିବା ସୂଚନା…

ଜୋରଦାର ହୋଇଛି ଅପରେସନ ଗଙ୍ଗା, ୟୁକ୍ରେନରୁ ଫେରିଲେଣି ୫୪୭ ଭାରତୀୟ

ନୂଆଦିଲ୍ଲୀ, ୫/୩: ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ଜୋରଦାର ହୋଇଛି ଅପରେସନ ଗଙ୍ଗା। ୱାର୍‌ ଜୋନ୍‌ ୟୁକ୍ରେନରୁ ଫେରୁଛନ୍ତି ଭାରତୀୟ। ଆଜି ୩ଟି…

ୟୁକ୍ରେନ ଉପରେ ପୁଣି ରୁଷିଆର ଜୋରଦାର ଆକ୍ରମଣ

ନୂଆଦିଲ୍ଲୀ, ୬/୩:ୟୁକ୍ରେନ ଉପରେ ପୁଣି ରୁଷିଆ ଜୋରଦାର ଆକ୍ରମଣ କରିଛି। ରୁଷ ସେନାର ଟାର୍ଗେଟ୍‌ରେ ୟୁକ୍ରେନର ବନ୍ଦର ସହର ମରିପଲ ରହିଛି।…

ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୩୦ ମୃତ

ନୂଆଦିଲ୍ଲୀ, ୪/୩: ପାକିସ୍ତାନର ପେଶାୱାରରେ ଥିବା ଗୋଟିଏ ମସଜିଦରେ ଆଜି ଭୟଙ୍କର ବିସ୍ଫୋରଣ ହୋଇଛି। ନମାଜ ପାଠ ଚାଲିଥିବା ବେଳେ ଆତଙ୍କବାଦୀମାନେ…