ଶ୍ରବଣ ଶକ୍ତି ହରାଇ ବସିଲେ ବଲିଉଡର ଲୋକପ୍ରିୟ ଗାୟିକା ଅଲକା ୟାଗନିକ

ଭୁବନେଶ୍ୱର,୧୯/୦୬: ନ୍ୟୁରୋ ଜନିତ ସମସ୍ୟାରେ ପୀଡ଼ିତ ହୋଇ ଶ୍ରବଣ ଶକ୍ତି ହରାଇ ବସିଛନ୍ତି ବଲିଉଡର ଲୋକପ୍ରିୟ ଗାୟିକା ଅଲକା ୟାଗନିକ। ଏନେଇ…

ଅଭିନେତ୍ରୀ କରିନା କପୁରଙ୍କୁ କୋର୍ଟଙ୍କ ନୋଟିସ, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ, ୧୧/୦୫: ନିଜ ଲିଖିତ ପୁସ୍ତକ ପାଇଁ ଅଡୁଆରେ ପଡିଛନ୍ତି କରୀନା କପୁର। କପୁର ଖାନସ ପ୍ରେଗେନ୍ସି ବାଇବେଲକୁ ନେଇ ଆପତି…

ଆରପାରିରେ ଓଡିଆ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ

ଭୁବନେଶ୍ୱର,୧/୦୪: ଓଡିଆ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ଦେହାନ୍ତ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି। ତେବେ…

ଆରପାରିରେ ବରିଷ୍ଠ ଅଭିନେତା ଚକ୍ରଧର ଜେନା

ଭୁବନେଶ୍ୱର,୧୩/୦୨: ବରିଷ୍ଠ ଅଭିନେତା ଚକ୍ରଧର ଜେନାଙ୍କ ପରଲୋକ ଘଟିଛି। ଗତ କିଛି ଦିନ ହେଲା ସେ ଚିକିତ୍ସିତ ହେଉଥିଲେ । ସୋମବାର…

ସାଉଥ ସିନେମା ସୁପରଷ୍ଟାର ଥାଲାପତି ବିଜୟଙ୍କ ରାଜନୀତିରେ ଏଣ୍ଟ୍ରି

ନୂଆଦିଲ୍ଲୀ,୨/୦୨: ସାଉଥ ସିନେମା ସୁପରଷ୍ଟାର ଥାଲାପତି ବିଜୟ ନୂଆ ରାଜନୈତିକ ଦଳ ଘୋଷଣା କରିଛନ୍ତି । ବିଜୟଙ୍କ ଦଳର ନାଁ ରହିଛି…

ଓଲିଉଡ ଲୋକପ୍ରିୟ ନିର୍ଦ୍ଦେଶକ ସୁଧାକର ବସନ୍ତ ଗାଡି ଦୁର୍ଘଟଣାଗ୍ରସ୍ତ, ଗୁରୁତର ଭାବେ ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱର,୨୧/୦୧: ଓଲିଉଡ ଲୋକପ୍ରିୟ ନିର୍ଦ୍ଦେଶକ ସୁଧାକର ବସନ୍ତ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଯାହା ଫଳରେ ସେ ଗୁରୁତର ଆହତ…

ଦ୍ଵିତୀୟ ବିବାହ କଲେ ଟେନିସ ତାରକା ସାନିଆ ମିର୍ଜାଙ୍କ ସ୍ବାମୀ ସୋଏବ ମଲ୍ଲିିିକ

ନୂଆଦିଲ୍ଲୀ,୨୦/୦୧: ପୁଣି ଥରେ ଦ୍ଵିତୀୟ ବିବାହ କଲେ ଭାରତୀୟ ଟେନିସ ତାରକା ସାନିଆ ମିର୍ଜାଙ୍କ ସ୍ବାମୀ ସୋଏବ ମଲ୍ଲିିିକ।  ସେ ପାକିସ୍ତାନୀ…

ବହୁଚର୍ଚ୍ଚିତ ମଡେଲ ଦିବ୍ୟା ପାହୁଜାଙ୍କ ମିଳିଲା ମୃତଦେହ

ନୂଆଦିଲ୍ଲୀ,୧୩/୦୧: ଗୁରୁଗ୍ରାମର ବହୁଚର୍ଚ୍ଚିତ ମଡେଲ ଦିବ୍ୟା ପାହୁଜାଙ୍କ ମୃତଦେହ ମିଳିଛି । ହତ୍ୟାର ୧୧ଦିନ ପରେ ହରିଆଣାର ଏକ କେନାଲରୁ ତାଙ୍କ…

ହୃଦଘାତର ଶିକାର ହେଲେ ବଲିଉଡ଼ ଅଭିନେତା ଶ୍ରେୟସ ତଲପଡେ

ନୂଆଦିଲ୍ଲୀ,୧୫/୧୨: ବଲିଉଡ଼ ଲୋକପ୍ରିୟ ଅଭିନେତା ଶ୍ରେୟସ ତଲପଡେ ହୃଦଘାତର ଶିକାର ହୋଇଛନ୍ତି । ସୁଟିଂ ସେଟରୁ ଘରକୁ ଫେରିବା ପରେ ଛାତିରେ…

ମିସ୍‌ ୟୁନିଭର୍ସ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ବିଜୟିନୀ ହେଲେ ନିକାରାଗୁଆର ସେଏନିସ୍‌ ପାଲାସିଓ

ନୂଆଦିଲ୍ଲୀ,୧୯/୧୧: ୭୨ତମ ‘ମିସ୍‌ ୟୁନିଭର୍ସ’ ସୌନ୍ଦର୍ୟ୍ୟ ପ୍ରତିଯୋଗିତାରେ ନିକାରାଗୁଆର ସେଏନିସ୍‌ ପାଲାସିଓ ‘ମିସ୍‌ ୟୁନିଭର୍ସ ୨୦୨୩’ ମୁକୁଟ ବିଜୟିନୀ ହୋଇଛନ୍ତି। ଆଜି…