ପୁରୀରେ ରଥ ନିର୍ମାଣ ପାଇଁ ଆଜି ପହଞ୍ଚିବ ଚଳିତବର୍ଷର ପ୍ରଥମ କାଠ

ପୁରୀ, ୧୨/୨: ପୁରୀରେ ରଥ ନିର୍ମାଣ ପାଇଁ ଆଜି ଚଳିତ ବର୍ଷର ପ୍ରଥମ କାଠ ପହଞ୍ଚିବ। ନୟାଗଡ଼ ଦଶପଲ୍ଲା ବନାଞ୍ଚଳରୁ ୨ଟି ଟ୍ରକ୍‌ରେ ପଠାଯିବ ରଥକାଠ । ଦଶପଲ୍ଲାରେ ପୂଜାର୍ଚ୍ଚନା ପରେ ରଥକାଠ ପଠାଇବାକୁ ଯୋଜନା କରାଯାଇଥିବା ସୂଚନା ରହିଛି।