ତେଲ ଦର କମିବା ପରେ କମିଲା ବସ୍ ଭଡ଼ା

ଭୁବନେଶ୍ୱର, ୬/୧୧: ତେଲ ଦର ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଛି। ଏବେ ତେଲ ଦର ସାମାନ୍ୟ ହ୍ରାସ ପାଇଛି। ତେଲ ଦର କମିବାରୁ ବସ୍ ଭଡ଼ା କମିିଛି। ଅର୍ଡିନାରୀ ବସ୍ କିମି ପିଛା ୯୨ ପଇସାରୁ ହ୍ରାସ ପାଇ ୮୭ ପଇସା ହୋଇଛି। ସେହିପରି ଏକ୍ସପ୍ରେସ ୯୬ରୁ କମି ୯୧, ଡିଲକ୍ସ ୧.୩୫ରୁ କମି ୧.୨୫ ଓ
ଏସି ଡିଲକ୍ସ ୧.୬୩ରୁ ୧.୫୩ ,  ସୁପର ପ୍ରିମିୟମ ୨.୫୩ରୁ ୨.୩୮ ଟଙ୍କା କମିଥିବା ସୂଚନା ମିଳିଛି।