ବଜେଟ୍ ୨୦୨୫-୨୬, ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ?

ଭୁବନେଶ୍ୱର,୧/୦୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ କିଛି ପ୍ରମୁଖ ଘୋଷଣା କରାଯାଇଥିବାବେଳେ, ଆୟକରକୁ ନେଇ ମଧ୍ୟ ବଡ଼ ଘୋଷଣା ହୋଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମୋଦୀ ସରକାରର ୩.୦ରେ ଏଥର କେଉଁ ବିଭାଗକୁ ମିଳିଛି କେତେ ଟଙ୍କା?

ପ୍ରତିରକ୍ଷା – ୪,୯୧,୭୩୨ କୋଟି
ଗ୍ରାମୀଣ ବିକାଶ – ୨,୬୬,୮୧୭ କୋଟି
ଗୃହ ମନ୍ତ୍ରାଳୟ – ୨,୩୩,୨୧୧ କୋଟି
କୃଷି – ୧,୭୧,୪୩୭ କୋଟି
ଶିକ୍ଷା – ୧,୨୮,୬୫୦ କୋଟି
ସ୍ୱାସ୍ଥ୍ୟ – ୯୮,୩୧୧ କୋଟି
ନଗର ଉନ୍ନୟନ – ୯୬,୭୭୭ କୋଟି
ସୂଚନା ଓ ପ୍ରଯୁକ୍ତିବିଦ୍ୟା – ୯୫,୨୯୮ କୋଟି
ଶକ୍ତି – ୮୧,୧୭୪ କୋଟି
ବାଣିଜ୍ୟ ଓ ଉଦ୍ୟୋଗ – ୬୫,୫୫୩ କୋଟି
ସମାଜ କଲ୍ୟାଣ – ୬୦,୦୫୨ କୋଟି
ବୈଜ୍ଞାନିକ ବିଭାଗ – ୫୫,୬୭୯ କୋଟି

Leave a Reply

Your email address will not be published. Required fields are marked *