ବ୍ରହ୍ମୋସ ସୁପରସୋନିକ ମିଶାଇଲର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ,୨୪/୩: ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜରେ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରୁଥିବା ଘାତକ ବ୍ରହ୍ମୋସ ସୁପରସୋନିକ କ୍ରୁସ ମିଶାଇଲର ସଫଳ ପରୀକ୍ଷଣ ହୋଇଛି।ସଫଳ ପରୀକ୍ଷଣ ନେଇ ଡ଼ିଆରଡ଼ିଓକୁ ଶୁଭେଚ୍ଛା ଜଣାଇବା ସହ ଭାରତ ପାଇଁ ଏହା ଗର୍ବର ମୁହୂର୍ତ୍ତ ବୋଲି ଟ୍ବିଟ୍ କରିଛନ୍ତି ଆଇନ ମନ୍ତ୍ରୀ ।