ଘୋଷଣା ହେଲା ବିଜେପିର ଆଉ ୨୧ ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୧୬/୦୪: ରାଜ୍ୟରେ ନିର୍ବାଚନ ନେଇ ସବୁ ଦଳ ପ୍ରସ୍ତୁତି ଜୋରଦାର ଜାରି ରଖିଛନ୍ତି । ଏହାରିମଧ୍ୟରେ ଆସିଲା ବିଜେପିର ପ୍ରାର୍ଥୀ ତାଲିକା । ଆଉ ୨୧ ଜଣଙ୍କ ନାଁ ଘୋଷଣା କରିଛି ଦଳ ।

ରାଉରକେଲା : ଦିଲ୍ଲୀପ ରାୟ
ସାରସକଣା : ଭାଦବ ହାଂସଦା

ରାଇରଙ୍ଗପୁର : ଜୋଲେନ ବାରଦା

ବାଙ୍ଗିରପୋଷୀ : ସଞ୍ଜଳି ମୁର୍ମୁ

କରଞ୍ଜିଆ : ପଦ୍ମଚରଣ ହାଇବୁରୁ

ଝରିଗାଁ : ନରସିଂହ ଭାତ୍ରା

ଡାବୁଗାଁ : ସୋମନାଥ ପୂଜାରୀ

ରାଜନଗର : ଲଳିତ ବେହେରା

ବାଲିକୁଦା-ଏରସମା : ସତ୍ୟ ସାରଥୀ ମହାନ୍ତି

ଜଗତସିଂହପୁର : ଅମରେନ୍ଦ୍ର ଦାସ

କାକଟପୁର : ବାଇଧର ମଲ୍ଲିକ

ରଣପୁର : ସୁରମା ପାଢୀ

ସାନଖେମୁଣ୍ଡି : ଉତ୍ତମ କୁମାର ପାଣିଗ୍ରାହୀ

ମୋହନା : ପ୍ରଶାନ୍ତ ମଲ୍ଲିକ

ବିଷମ କଟକ : ଜଗନ୍ନାଥ ନୁନ୍ଦ୍ରୁକା

ରାୟଗଡା : ବସନ୍ତ କୁମାର ଉଲ୍ଲାକା

ଲକ୍ଷ୍ମୀପୁର : କୈଳାଶ କୁଲେସିକା

କୋଟପାଡ : ରୁପୁ ଭତ୍ରା

ପଟାଙ୍ଗୀ : ଚୈତନ୍ୟ ନନ୍ଦିବଳୀ

ଚିତ୍ରକୋଣ୍ଡା : ଡମ୍ବରୁ ଶିଶା ପ୍ରାର୍ଥୀ ହୋଇଛନ୍ତି ।