ଭୁବନେଶ୍ୱର,୨/୦୪: ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା ପରେ ରାଜନୈତିକ ଦଳରେ ସରଗରମ ହେବାରେ ଲାଗିଛି । ଆଜି ଓଡ଼ିଶାର ୧୧୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି ।
ଚାନ୍ଦବାଲିରୁ ଲଢ଼ିବେ ରାଜ୍ୟ ସଭାପତି ମନମୋହନ ସାମଲ। ସମ୍ବଲପୁରରୁ ପୁଣି ଲଢ଼ିବେ ଜୟନାରାୟଣ ମିଶ୍ର। ପାଟଣାଗଡ଼ରୁ ପ୍ରାର୍ଥୀ ହେଲେ କନକ ବର୍ଦ୍ଧନ ସିଂହଦେଓ। ଭବାନୀପାଟଣାରୁ ପୁଣି ପ୍ରାର୍ଥୀ ହେଲେ ପ୍ରଦୀପ୍ତ ନାଏକ।
ତଳସରା- ଭବାନୀଶଙ୍କର ଭୋଇ, ସୁନ୍ଦରଗଡ଼- କୁସୁମ ଟେଟେ, ବୀରମିତ୍ରପୁର- ଶଙ୍କର ଓରାମ, ରଘୁନାଥପାଲୀ- ଦୁର୍ଗା ଚରଣ ତନ୍ତୀ
, ରାଜଗାଙ୍ଗପୁର- ନରସିଂହ ମିଞ୍ଜ, ବଣାଇ- ସେବତୀ ନାଏକ, କୁଚିଣ୍ଡା- ରବି ନାରାୟଣ ନାଏକ, ରେଙ୍ଗାଲି- ନାଉରୀ ନାଏକ
ରେଢ଼ାଖୋଲ- ଦେବେନ୍ଦ୍ର ମହାପାତ୍ର, ଦେବଗଡ଼- ସୁବାସ ପାଣିଗ୍ରାହୀ
ଆନନ୍ଦପୁର- ଆଲୋକ ସେଠୀ, କେନ୍ଦୁଝର- ମୋହନ ମାଝୀ
ଯଶୀପୁର- ଗଣେଶରାମ ସିଂଖୁଣ୍ଟିଆ,
ଉଦଳା- ଭାସ୍କର ମଢ଼େଇ
ବଡ଼ସାହି- ସନାତନ ବିଜୁଳି, ବାରିପଦା- ପ୍ରକାଶ ସୋରେନ
ମୋରଡ଼ା- କୃଷ୍ଣଚନ୍ଦ୍ର ମହାପାତ୍ର, ଜଳେଶ୍ବର- ବ୍ରଜ ପ୍ରଧାନ
ବାଲେଶ୍ବର- ମାନସ ଦତ୍ତ,
ରେମୁଣା- ଗୋବିନ୍ଦ ଦାସ
ସୋର- ରାଜେନ୍ଦ୍ର ଦାସ,
ସିମୁଳିଆ- ପଦ୍ମଲୋଚନ ପଣ୍ଡା
ଭଦ୍ରକ- ସୀତାଂଶୁ ଶେଖର ମହାପାତ୍ର,
ଧାମନଗର- ସୂର୍ଯ୍ୟବଂଶୀ ସୂରଜ
ବିଂଝାରପୁର- ବବିତା ମଲ୍ଲିକ, ବଡ଼ଚଣା- ଅମର ନାୟକ
ଧର୍ମଶାଳା- ସ୍ମୃତିରେଖା ପହି, ଯାଜପୁର- ଗୌତମ ରାୟ
କୋରେଇ- ଆକାଶ ଦାସ ନାୟକ, ସୁକିନ୍ଦା- ପ୍ରଦୀପ ବଳସାମନ୍ତ
ଢେଙ୍କାନାଳ- କୃଷ୍ଣଚନ୍ଦ୍ର ପାତ୍ର, କାମାକ୍ଷାନଗର- ଶତୃଘ୍ନ ଜେନା
ପରଜଙ୍ଗ- ବିଭୁତି ଭୂଷଣ ପ୍ରଧାନ, ପାଲଲହଡ଼ା- ଅଶୋକ ମହାନ୍ତି
ତାଳଚେର- କାଳିନ୍ଦୀ ସାମଲ, ଛେଣ୍ଡିପଦା- ଅଗସ୍ତୀ ବେହେରା
ଆଠମଲ୍ଲିକ- ସଂଜୀବ ସାହୁ, ବୀରମହାରାଜପୁର- ରଘୁନାଥ ଜଗଦଳା
ସୋନପୁର- ପ୍ରମୋଦ ମହାପାତ୍ର, ଲୋଇସିଂହା- ମୁକେଶ ମହାଲିଙ୍ଗ
ବଲାଙ୍ଗିର- ଗୋପାଳଜୀ ପାଣିଗ୍ରାହୀ, ଟିଟିଲାଗଡ଼- ନବୀନ ଜୈନ
କଣ୍ଟାବାଂଜି- ଲକ୍ଷ୍ମଣ ବାଗ, ନୂଆପଡ଼ା- ଅଭିନନ୍ଦନ ପଣ୍ଡା
ଖଡ଼ିଆଳ- ହିତେଶ ବଗର୍ତ୍ତୀ, ଉମରକୋଟ- ନିତ୍ୟାନନ୍ଦ ଗଣ୍ଡ
ନବରଙ୍ଗପୁର- ଗୌରୀଶଙ୍କର ମାଝୀ,
ଲାଞ୍ଜିଗଡ଼- ରମେଶ ମାଝୀ
ଜୁନାଗଡ଼- ମନୋଜ ମେହେର, ଧର୍ମଗଡ଼- ସୁଧୀର ପାଟ୍ଟଯୋଶୀ
ନର୍ଲା- ଅନିରୁଦ୍ଧ ପ୍ରଧାନ, ବାଲିଗୁଡ଼ା- କଳ୍ପନା କହଁର
ଜି.ଉଦୟଗିରି- ମାନଗୋବିନ୍ଦ ପ୍ରଧାନ, ଫୁଲବାଣୀ- ଉମାଚରଣ ମଲ୍ଲିକ
କଣ୍ଟାମାଳ- କହ୍ନେଇ ଚରଣ ଡାଙ୍ଗ, ବୌଦ୍ଧ- ସରୋଜ ପ୍ରଧାନ
ବଡ଼ମ୍ବା- ସମ୍ବିତ ତ୍ରିପାଠୀ,
ବାଙ୍କୀ- ତୁଷାରକାନ୍ତ ଚକ୍ରବର୍ତ୍ତୀ
ଆଠଗଡ଼- ଅଭୟ ବାରିକ, ଚୌଦ୍ବାର- ନୟନ କିଶୋର ମହାନ୍ତି
ନିଆଳି- ଛବି ମଲ୍ଲିକ,
କଟକ ସଦର- ପ୍ରକାଶ ସେଠୀ