ବିଜେପି ପକ୍ଷରୁ ବି  ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା

ଭୁବନେଶ୍ୱର, ୧୬।୧୦: ବିଜେପି ପକ୍ଷରୁ ବି  ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରାଯାଇଛି। ୨ କେନ୍ଦ୍ରମନ୍ତ୍ରୀଙ୍କ ସହ ବିରୋଧୀ ଦଳ ନେତା ଦଳୀୟ ପ୍ରାର୍ଥୀଙ୍କ ଲାଗି ଘୋଷଣା କରାଯାଇଥିବା ଷ୍ଟାର ପ୍ରଚାରକ ମାନେ ପ୍ରଚାର କରିବେ ।