ପିପିଲି ଉପନିର୍ବାଚନରେ ବିଜେଡିର ବାଜିମାତ

ଭୁବନେଶ୍ୱର, ୩/୧୦: ପିପିଲି ଉପନିର୍ବାଚନରେ ବିଜେଡି ୨୦ ହଜାର ୯୧୬ ଭୋଟରେ ବିଜୟୀ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କୁ ୯୬ ହଜାର ୯୭୨ ଭୋଟ ରେ ବିଜୟ ହୋଇଛନ୍ତି। BJPର ଆଶ୍ରିତ ପଟ୍ଟନାୟକଙ୍କୁ  ୭୬ ହଜାର ୫୬ ଭୋଟ ମିଳିଛି। କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ରଙ୍କୁ ୪୨୬୧ ଭୋଟ ମିଳିଛି।