ବାଲେଶ୍ୱରରେ ବିଜେଡ଼ିର ବାଜିମାତ

ବାଲେଶ୍ୱର, ୧୦/୧୧: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବାଲେଶ୍ୱର ବିଧାନସଭା ଆସନ ପାଇଁ ହୋଇଥିବା ନିର୍ବାଚନ ର ଫଳାଫଳ ପ୍ରକାଶ ପାଇଛି। ବାଲେଶ୍ୱରରେ ବିଜେଡ଼ିର ବାଜିମାତ ହୋଇଛି। ବିଜେଡ଼ି ପ୍ରାର୍ଥୀ ସ୍ୱରୂପ ଦାସ ୮୨୮୧୦ ଭୋଟ ରେ ବିଜୟୀ ହୋଇଛନ୍ତି।