ଜଗତସିଂହପୁରର ତିର୍ତ୍ତୋଲରେ ଦଶମ ରାଉଣ୍ଡ ସୁଦ୍ଧା ବିଜେଡ଼ି ଆଗୁଆ

ଭୁବନେଶ୍ୱର, ୧୦/୧୧: ଜଗତସିଂହପୁରର ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଭୋଟଗଣତି ଜାରି ରହିଛି।ଦଶମ ରାଉଣ୍ଡ ସୁଦ୍ଧା ବିଜେଡି ୧୬,୨୨୨ ଭୋଟରେ ଆଗୁଆ ରହିଛି।ଦଶମ ରାଉଣ୍ଡ ସୁଦ୍ଧା BJD-୩୫୧୯୨, BJP-୧୮୯୭୦, କଂଗ୍ରେସ-୮୨୪୧, CPIକୁ  ୪୮୧ ଖଣ୍ଡ ଭୋଟ, NOTA କୁ ୩୩୮ ଖଣ୍ଡ ଭୋଟ ମିଳିଛି।