ନୂଆ ବର୍ଷରେ ବିଜେଡିର ନୂଆ ମିଡିଆ ଟିମ୍ ଗଠନ

ଭୁବନେଶ୍ୱର, ୨୫/୧୨: ନୂଆ ବର୍ଷରେ ବିଜେଡିର ନୂଆ ମିଡିଆ ଟିମ୍ ଗଠନ ହୋଇଛନ୍ତି । ନୂଆ ମିଡିଆ ଟିମ୍‌ରେ ୬ ଜାତୀୟ ମୁଖପାତ୍ର, ୧୬ ମୁଖପାତ୍ର ଭାବେ ନିଯୁକ୍ତ ହୋଛନ୍ତି। ବିଜେଡିର ନୂଆ ମିଡିଆ ଟିମ୍‌ରେ ୧୪ ଜଣ ପ୍ୟାନେଲିଷ୍ଟ ଅଛନ୍ତି। ପ୍ରସନ୍ନ ଆଚାର୍ଯ୍ୟ, ପିନାକୀ ମିଶ୍ର, ଅଚ୍ୟୁତ ସାମନ୍ତ, ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଓ ଶର୍ମିଷ୍ଠା ସେଠୀ ଜାତୀୟ ମୁଖପାତ୍ର ପ୍ରତାପ କେଶରୀ ଦେବ, ଚନ୍ଦ୍ରଶେଖର ସାହୁ, ରମେଶଚନ୍ଦ୍ର ମାଝୀ, ସ୍ନେହାଙ୍ଗିନୀ ଛୁରିଆ, ବ୍ୟୋମକେଶ ରାୟ, ରାସେଶ୍ବରୀ ପାଣିଗ୍ରାହୀ, କସ୍ତୁରୀ ମହାପାତ୍ର, ଅନୁଭବ ପଟ୍ଟନାୟକ , ଲୋପାମୁଦ୍ରା ବକ୍ସିପାତ୍ର, ଲେନିନ୍ ମହାନ୍ତି, ସଞ୍ଜୟ ବାବୁ, ସୁଲତା ଦେଓ,  ଶ୍ରୀମୟୀ ମିଶ୍ର, ଚିନ୍ମୟ ସାହୁ, ଏଲିନା ଦାସ ଓ ହରିଶ ଚୌଧୁରୀ ବିଜେଡ଼ି ମୁଖପାତ୍ର ଭାବେ ନିଯୁକ୍ତ ହୋଇଛନ୍ତି।