ଆସନ୍ତାକାଲି ଭାରତ ବନ୍ଦ ପ୍ରସଙ୍ଗରେ BJDର ପ୍ରତିକ୍ରିୟା

ଭୁବନେଶ୍ୱର, ୭/୧୨: ଆସନ୍ତାକାଲି ଭାରତ ବନ୍ଦ ପ୍ରସଙ୍ଗରେ BJD ପ୍ରତିକ୍ରିୟା ରଖିଛି। ଭାରତ ବନ୍ଦକୁ ଦଳ ସମର୍ଥନ ଦେବ କି ନାହିଁ ତାହା ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ। ଚାଷୀଙ୍କ ପ୍ରତି ଆମର ନୈତିକ ସମର୍ଥନ ରହିଛି ବୋଲି ଦେବୀ ମିଶ୍ର କହିଛନ୍ତି। ସଂସଦରେ BJD ତା’ର ଆଭିମୁଖ୍ୟ ସ୍ପଷ୍ଟ କରିଛି। BJD ସବୁବେଳେ ଚାଷୀଙ୍କ ସହ ରହିଛି ବୋଲି ଦେବୀ ମିଶ୍ର କହିଛନ୍ତି।